ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, ଜାଣନ୍ତୁ କେତେ…
ଭୁବନେଶ୍ୱର: ଶୀତକାଳୀନ ଅଧିବେଶନ ଶେଷ ହେବା ପୂର୍ବରୁ ଓ ଗୃହକୁ ମୁଲତବୀ ରଖିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଉପସ୍ଥାପିତ ପାରିଶ୍ରମିକ ବିଲ୍ କୁ ବିଧାନସଭା ପାସ୍ କରିଛି।
ତଦନୁଯାୟୀ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦରମା ଏବଂ ପୂର୍ବତନ…