ଶୀତଦିନରେ କାହିଁକି ଅଧିକ ବିବାହ ହୁଏ? ଗବେଷଣାରୁ ଜାଣନ୍ତୁ ରହସ୍ୟ!
ଭୁବନେଶ୍ୱର: ଭାରତରେ ବିବାହ ଋତୁ କହିଲେ ସମସ୍ତେ ଶୀତକାଳକୁ ମନେ କରନ୍ତି। ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ରାସ୍ତାଘାଟରେ ବିବାହ ମଣ୍ଡପ, ବାଜାବାଜି ଓ ଆଲୋକମାଳାର ଚମକ୍ ଦେଖିବାକୁ ମିଳେ। କିନ୍ତୁ କାହିଁକି ଶୀତଦିନେ ଅଧିକ ବିବାହ ହୁଏ? ଏହା ପଛରେ କଣ କାରଣ ରହିଛି? ବିଭିନ୍ନ ଗବେଷଣା ଓ…