ବିଳମ୍ବରେ ଚମକିଛି ରୋହିତଙ୍କ କ୍ୟାରିୟର
ରୋହିତ ଶର୍ମା ବା ହିଟମ୍ୟାନ ଭାବେ ପରିଚିତ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ କିଏ ବା ନ ଜାଣେ । ଯେଉଁ ସମୟରେ ତାଙ୍କୁ ବାହାରର ରାସ୍ତା ଦେଖାଇବା ପାଇଁ ଚୟନ କମିଟି ଉଦ୍ୟମ ଆରମ୍ଭ କରିଥିଲେ, ସେ ସମୟରେ ହିଟମ୍ୟାନ ଅଷ୍ଟ୍ରେଲିଆ ମାଟିରେ ପ୍ଲେୟାର ଅଫ ଦି ସିରିଜ ହେଉଛନ୍ତି । ଏଥିସହ ଦିନିକିଆ…