ରାଜନୀତି ଛାଡ଼ିବେ କି କମଳା ହାରିସ୍; ଏଭଳି ଘୋଷଣା କଲେ
ନୂଆଦିଲ୍ଲୀ: ପୂର୍ବତନ ଆମେରିକୀୟ ଉପରାଷ୍ଟ୍ରପତି କମଳା ହାରିସ୍ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଏଥିସହ ସେ କାଲିଫର୍ନିଆର ଗଭର୍ଣ୍ଣର ପଦ ସମେତ କୌଣସି ରାଜନୈତିକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି।
ଆମେରିକାରେ ରାଜନୈତିକ ପରିସ୍ଥିତି…