Latest Odisha News

BREAKING NEWS

Dhanteras Shopping: ସୁନାର ଚମକକୁ ହ୍ରାସ କରିନି ଭାରୀ ମୂଲ୍ୟ, ଧନତେରାସରେ ଭାଙ୍ଗିଲା ସବୁ ରେକର୍ଡ, ସୁନାଠୁ…

ଭୁବନେଶ୍ବର: ଦୀପାବଳି ଉତ୍ସବ ଆରମ୍ଭ ହେବା ସହିତ, ଦେଶବ୍ୟାପୀ ଅଳଙ୍କାର ଦୋକାନଗୁଡ଼ିକରେ ଧନତେରସରେ କ୍ରେତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ଶୁକ୍ରବାର ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୩,୨୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା…

Bihar Election Campaign: କମ୍ପିବ ବିହାର ପ୍ରଚାର ମଇଦାନ: ପ୍ରଧାନମନ୍ତ୍ରୀ ୧୨କୁ ଗୃହମନ୍ତ୍ରୀ ୨୫ ସାଧାରଣ ସଭାରେ…

ପାଟନା: ଏବେ ବିହାର ମଇଦାନରେ ଚାଲିଛି ସଂଘର୍ଷ । ସିଟ୍ ସେୟାରିଂ ଟଣାଓଟଣା ଏବେ ବି ଜାରି ରହିଥିବା ବେଳେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୬ ତାରିଖରେ ହେବାକୁ ଯାଉଛି । ଏହା ପୂର୍ବରୁ ଏବେ ସମସ୍ତ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରୁଛନ୍ତି। ବିଜେପି…

ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼।ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି। ଏହି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହଠାତ୍ କେହି ତାଙ୍କ…

US bombs Drug Carrying Submarine: “୨୫ ହଜାର ଆମେରିକୀୟଙ୍କ ଜୀବନ ଯାଇଥାନ୍ତା”, ଡ୍ରଗ୍ସ ବହନ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସନ୍ଦିଗ୍ଧ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଇକ୍ୱେଡର ଏବଂ କଲମ୍ବିଆକୁ ପଠାଇବା ଘୋଷଣା କରିଛନ୍ତି। କାରିବିଆନରେ ଏକ ଡ୍ରଗ୍ସ ଚୋରାଚାଲାଣକାରୀ ପଣ୍ଡୁବି ଉପରେ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯେଉଁଥିରେ ଦୁଇ ଜଣଙ୍କର…

ବର୍ଷା ପାଇଁ ଅଧାରେ ଅଟକିଲା ଭାରତ-ଅଷ୍ଟ୍ରେଲିଆ ODI ମ୍ୟାଚ୍

ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ରବିବାର ପର୍ଥରେ ଖେଳାଯାଉଛି। ଏହି ମ୍ୟାଚ୍ Optus ଷ୍ଟାଡିୟମରେ ଖେଳାଯାଉଛି। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ ବାତିଲ ହୋଇଛି। ୧୧.୫ ଓଭର ପରେ ଭାରତ ୩ ୱିକେଟ୍ ହରାଇ ୩୭…

ଟ୍ରେନ ଟ୍ରାକ ଉପରେ ପଡ଼ିଲା ପଥର, ରେଳ ଚଳାଚଳ ପ୍ରଭାବିତ…

ଜୟପୁର: ଆନ୍ଧ୍ରର ଚିମିଡିପାଲି ଏବଂ ତାୟଡା ଷ୍ଟେସନ ମଧ୍ୟରେ ରେଳ ଧାରଣାକୁ ଖସିଛି ବିରାଟ ପଥର ଖଣ୍ଡ। ଫଳରେ ଶନିବାର ବିଳମ୍ବିତ ରାତିରେ ଆନ୍ଧ୍ର-ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା କେକେ ରେଳ ଲାଇନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ପରେ ଉକ୍ତ ରୁଟରେ ଟ୍ରେନ୍ ସେବା…

୨୯ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା, ଭାଙ୍ଗିବ ରେକର୍ଡ…

ଅଯୋଧ୍ୟା: ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡର ଏକ ଲହରୀ ଆରମ୍ଭ ହୋଇସାରିଛି। ଶନିବାର ସରୟୁ ନଦୀ କୂଳରେ ଅନୁଷ୍ଠିତ ସରୟୁ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ରବିବାର ଦିନ ନବମ ଦୀପୋତ୍ସବର ମହା ସମାରୋହ…

ମହାମେଣ୍ଟକୁ ଝଟକା; ବିହାରରେ ଏକା ଲଢିବ ହେମନ୍ତଙ୍କ ଜେଏମଏମ

ରାଞ୍ଚି: ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମେଣ୍ଟରୁ ଅଲଗା ହୋଇ ବିହାରରେ କେବଳ ଛଅଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଛି। ଜେଏମଏମ କେନ୍ଦ୍ରୀୟ ସାଧାରଣ…

କତାର ହସ୍ତକ୍ଷେପ ପରେ ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ତ୍ରବିରତି ପାଇଁ ରାଜି

ଦୋହା: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ କତାର ହସ୍ତକ୍ଷେପ କରିଛି। ଦୁଇ ଦେଶ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା ଶନିବାର ବିଳମ୍ବିତ ରାତିରେ କତାରର ରାଜଧାନୀ ଦୋହାରେ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ସାଢ଼େ ଚାରି ଘଣ୍ଟା ଧରି…

୫ଶହ ବାଇକ୍‌, ୧୦୦ ମୋବାଇଲ୍‌ ଫେରାଇଲା ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସ ଚୋରି ମୋବାଇଲ ଓ ବାଇକ ଫେରାଇଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହୋଇଥିଲା ଚୋରି । କେନ୍ଦୁଝର ଏସପି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ବାଇକ ଓ ୧୦୨ ମୋବାଇଲକୁ ପ୍ରକୃତ ହିତାଧିକାରୀଙ୍କୁ ଫେରାଯାଇଛି । ସୂଚନାଥାଉକି, ଏସପି ସମସ୍ତ ଗାଡି ଓ ମୋବାଇଲର…