୨ଟି ଗ୍ରୁପରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ପାଇଁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସମ୍ପୂର୍ଣ୍ଣ ଟିମ ୨ଟି ଗ୍ରୁପରେ ଏହି ଗସ୍ତରେ ଯିବେ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ପିଟିଆଇ ଖବର ଅନୁସାରେ ଗୋଟିଏ ଗ୍ରୁପ ସକାଳେ ଏବଂ ଅନ୍ୟମାନେ ବିଜନେସ କ୍ଲାସ ଟିକେଟର…