ଟ୍ରମ୍ପଙ୍କ ନୂଆ ନିୟମ; ସ୍ଵାସ୍ଥ୍ୟ ସମସ୍ୟା ଥିଲେ ମିଳିବନି ଭିସା
ନୂଆଦିଲ୍ଲୀ: ଆମେରିକା ବୁଲିବାକୁ ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ବିଦେଶୀ ନାଗରିକ ବିଶେଷକରି ଭାରତୀୟଙ୍କ ପାଇଁ ଟ୍ରମ୍ପ ପ୍ରଶାସନ ଭିସା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।
ମଧୁମେହ, ହୃଦରୋଗ, କର୍କଟ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ଆମେରିକାରେ ପ୍ରବେଶ କିମ୍ବା…