Latest Odisha News

BREAKING NEWS

Maoist surrender: ୧୭ ଲକ୍ଷ ପୁରସ୍କାର ରାଶି ଥିବା ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଖଇରାଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମହିଳା ନକ୍ସଲ ପୋଲିସ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କମଳା ସୋଡି ନାମକ ଏହି ମହିଳା ଜଣକ ୩୦ ବର୍ଷ ବୟସର ଏବଂ ଜଣେ ହାର୍ଡକୋର…

୨୦୨୬ କେବେ ଲାଗିବ ଗ୍ରହଣ ? ଜାଣନ୍ତୁ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେବେ ….

ନୂଆଦିଲ୍ଲୀ: ଚର୍ଚ୍ଚା ଆରମ୍ଭ ହେଲାଣି ଯେ ବର୍ଷର ଆରମ୍ଭ ଅର୍ଥାତ୍ ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ଲାଗୁଛି କି ନାହିଁ? ଏନେଇ କଣ ରହିଛି ବୈଜ୍ଞାନିକ ଓ ଜ୍ୟୋତିଷଙ୍କ ମତ । ଆସନ୍ତୁ ଜାଣିବା ବୈଜ୍ଞନିକ ଏବଂ ଜ୍ୟୋତିଷୀମାନଙ୍କ ମତରେ ପ୍ରଥମ ଗ୍ରହଣ ୧୭ ଫେବୃଆରି ୨୦୨୬ରେ ଲାଗିବ, ଯାହାକୁ ବଳୟାକାର…

ବାଲିଯାତ୍ରାରେ ରୂପା ତାରକସି ପାଭିଲିଅନ୍ ଓ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ…

୬୦ ହଜାର ଦରମା ପାଇବାର ବଡ଼ ସୁଯୋଗ, ୟଙ୍ଗ୍ ପ୍ରଫେସନାଲ୍ ପାଇଁ ବାହାରିଲା ପଦବୀ

ନୂଆଦିଲ୍ଲୀ: ଯଦି ଆପଣ ଆଇନ୍, ଅର୍ଥନୀତି କିମ୍ବା ଆଇଟି କ୍ଷେତ୍ରରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ୟଙ୍ଗ୍ ପ୍ରଫେସନାଲ୍ ପଦବୀଗୁଡ଼ିକ ପାଇଁ ଭର୍ତ୍ତି ପାଇଁ ଅଧିକାରିକ ବିଜ୍ଞପ୍ତି ଜାରି କରିଛି । ଆୟୋଗ…

ସିଗରେଟ ସହ ଏହା ପିଉଛନ୍ତି କି ? ମାତ୍ର ଏତିକି ଦିନ ବଞ୍ଚିବେ !

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

୧୫୦ ବର୍ଷରେ “ବନ୍ଦେ ମାତରମ୍”; ସ୍ୟାଣ୍ଡ ଆନିମେସନରେ ଗୀତର ଯାତ୍ରାକୁ ଚିତ୍ରିତ କଲେ ବାଲୁକା ଶିଳ୍ପୀ ମାନସ

ପୁରୀ: ଭାରତର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେଶଭକ୍ତିମୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ସ୍ୱଳ୍ପଚିତ୍ର ସୃଷ୍ଟି କରିଛନ୍ତି । ଏହି ଆନିମେସନ୍‌ରେ ମାନସ କୁମାର ସାହୁ ସୁନ୍ଦରଭାବରେ “ବନ୍ଦେ ମାତରମ୍” ଗୀତର ଯାତ୍ରାକୁ ଚିତ୍ରିତ…

କେମିତି ଜାଣି ହୁଏ କେଉଁ ଟିଭି ଶୋ’ର କେଚେ TRP? ଆସନ୍ତୁ ବଝିବା ଏହି ଗଣିତ

ନୂଆଦିଲ୍ଲୀ: କେତେ ଲୋକ ଟିଭି ଦେଖିଲେ, ସବୁ ଟିଭି ମାଲିକଙ୍କ ଏହି ଚିନ୍ତା ଥାଏ । ସପ୍ତାହରେ ଥରେ ଟିଭି ଶୋ’ କେତେ ହିଟ୍‌ ହୋଇଛି, ଏହାକୁ ଯେଉଁ ଆଧାରରେ ଦେଖାଯାଏ ତାହାକୁ ଟିଆରପି କୁହନ୍ତି । ଟିଆର୍‌ପିର ଅର୍ଥ ହେଉଛି ଟେଲିଭିଜନ୍ ରେଟିଂ ପଏଣ୍ଟସ୍ । ଟିଆର୍‌ପି ଦ୍ୱାରା ଆମେ ଜାଣିପାରୁ ଯେ…

ମହାମହିମଙ୍କୁ ଭେଟିଲେ ବିଶ୍ବବିଜେତା ମହିଳା କ୍ରିକେଟର; ରାଷ୍ଟ୍ରପତି କହିଲେ, ବଡି ଲାଙ୍ଗୁଏଜ କହୁଥିଲା ବିଜୟର କଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ । ଆଜି ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ…

OCS ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ ପ୍ରକାଶ; ୭୮୧ ମହିଳା ଦେବେ ମେନ ପରୀକ୍ଷା

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ  (OCS) ପ୍ରିଲିମିନାରି  ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରିଛି ଓଡିଶା ଲୋକ ସେବା ଆୟୋଗ । ୨୦୨୫ ଅକ୍ଟୋବର ୧୨ ତାରିଖରେ ହୋଇଥିଲା ପରୀକ୍ଷା । ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟ …

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ

କଟକ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ…