ଉପମୁଖ୍ୟମନ୍ତ୍ରୀ ଓ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା
କଟକ: ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଏବଂ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା। ଏହି ନିର୍ବାଚନୀ ମାମଲାକୁ ରଦ୍ଦ ପାଇଁ ପ୍ରାର୍ଥନା କରି ସେ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ ରୁଜୁ କରିଥିଲେ।…