ବିସିସିଆଇର ବଡ଼ ସୂଚନା, ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ…
ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ନେଇ ଶନିବାର ଦିନ ବିସିସିଆଇ ସୂଚନା ଦେଇଛି।
ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ।ଯାହାଫଳରେ ସେ ଗତ ଏକ ସପ୍ତାହ ଧରି ସିଡନୀର ଏକ ହସ୍ପିଟାଲରେ…