୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ସମ୍ମାନ
ଭୁବନେଶ୍ୱର: ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ୨୦୨୩ ମସିହା ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ର ସମ୍ମାନ ପ୍ରଦାନ କରାଯାଇଛି।
ଓଟିଭି ନେଟୱାର୍କର ବ୍ୟବସାୟର ମୁଖ୍ୟ ଲିତିଶା ମଙ୍ଗତ ପଣ୍ଡା…