ଯୋଡ଼ାରେ ବଡ଼ ଅଘଟଣ; ଖଣିରୁ ମାଟି ଅତଡ଼ା ଧସି ୩ ମୃତ
କେନ୍ଦୁଝର: ଯୋଡ଼ାରେ ବଡ଼ ଅଘଟଣ । ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ବଡ଼ ଅଘଟଣ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି ।
ମୃତ…