Leopard skin: କଲରାପତରିଆ ବାଘର ଚମଡା ସହ ୨ଅଭିଯୁକ୍ତ ଗିରଫ
ସୋନପୁର:ରବିବାର ଦିନ ସୋନପୁର ଜିଲ୍ଲାରେ ଏକ କଲରାପତରିଆ ବାଘର ଚମଡ଼ା ଜବତ କରିବା ସହ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର (୨୪) ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା (୩୭) ।
ଗୁଇନ୍ଦା…