Latest Odisha News

BREAKING NEWS

ଜଗତପୁରରେ ନକଲି ମୋବିଲ କମ୍ପାନୀ ଉପରେ ରେଡ୍‌

କଟକ: କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି । ବୁଧବାର ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ପୋଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ ।…

ଓଡ଼ିଶାର ୩ ଜିଲ୍ଲାରେ ଝଡ଼ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି 

ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲା ପାଇଁ ବୁଧବାର ଅରେଞ୍ଜ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୨ ଘଣ୍ଟା ମଧ୍ୟରେ କଳାହାଣ୍ଡି, ମୟୂରଭଞ୍ଜ ଏବଂ ନୂଆପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା…

ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ

ଭୁବନେଶ୍ବର: ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ । ରାଜଧାନୀର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ବିଏମସିର ୭୦ କର୍ମଚାରୀ…

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ…

ପୁଣି ଜଣେ ପାକିସ୍ତାନ ସ୍ପାଏ ଗିରଫ, ଜ୍ୟୋତି ମାଲହୋତ୍ରା ଏବଂ ଦାନିଶ ସହ ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ଭାରତରୁ ଲଗାତାର ଧରାପଡୁଛନ୍ତି ପାକିସ୍ତାନ ଗୁପ୍ତଚୋର। ଏବେ ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଏବେ ଭାରତ ପାକିସ୍ତାନର…

ପୁରୀରୁ ୫ ଧାର୍ମିକ ସ୍ଥଳ ପାଇଁ ଗଡ଼ିଲା ବସ୍‌

ପୁରୀ: ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍‌ । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍‌ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଗତକାଲି ଏହି ଯୋଜନାକୁ…

ନୂତନ EV ଯୋଜନା: ଆମଦାନୀ ଶୁଳ୍କ ୧୫ପ୍ରତିଶତକୁ ହ୍ରାସ; ଏହିସବୁ କମ୍ପାନୀ କରିବେ ନିବେଶ !

ନୂଆଦିଲ୍ଲୀ: ଭାରୀ ଶିଳ୍ପ ମନ୍ତ୍ରଣାଳୟ 'ଭାରତରେ ବୈଦ୍ୟୁତିକ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା-Scheme to Promote Manufacturing of Electric Passenger Cars in india ' (SPMEPCI) ନାମକ ଏକ ନୂତନ EV ଯୋଜନାକୁ ଚୂଡ଼ାନ୍ତ କରିଛି। ଏହି ନୀତି…

ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କେଜି ବିସ୍ଫୋରକ ମିଳିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜିର ବିସ୍ଫୋରକ । ଜଙ୍ଗଲର ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀମାନେ ଏହି ବିସ୍ଫୋରକ ମାନ ଜବତ କରିଛନ୍ତି । ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ…

ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ୍‍ ଥାନା ପାରଦ୍ୱୀପଗଡ ପ୍ଲାଣ୍ଟରେ ଅଘଟଣ। ଏଠାରେ ଥିବା ଆଇସ୍‍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‍ ଲିକ୍‍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍‍ ଲିକ୍‍ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୪ଜଣ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।…

ଖାକିରେ ଦାଗ: ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ଏଏସଆଇ

ବ୍ରହ୍ମପୁର: ପୁଣି ଲାଗିଲା ଖାକିରେ ଦାଗ। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି ଖୋଦ ପୋଲିସ। ବୁଧବାର ଏମିତି ଏକ ଘଟଣା ଘଟାଇଛନ୍ତି ଜଣେ ମହିଳା ଥାନାର ମହିଳା ଏଏସଆଇ। ଭିଜିଲାନ୍ସ ଜାଲରେ ପଡିଛନ୍ତି ମହିଳା ପୋଲିସ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ…