ଆସନ୍ତାକାଲି ଠାରୁ ଆମେରିକାକୁ ପୁନଃ ଡାକ ସେବା ଆରମ୍ଭ
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଇଣ୍ଡିଆ ପୋଷ୍ଟ ଆମେରିକାକୁ ସମସ୍ତ ବର୍ଗର ଡାକ ସେବା ପୁନଃ ଆରମ୍ଭ କରିବ।
ଚିଠି, ଡକ୍ୟୁମେଣ୍ଟ, ପାର୍ସଲ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଡାକ ସେବା ପାଇଁ ସାଧାରଣ ଡାକ ପୁନଃ ଆରମ୍ଭ ହେବା ନେଇ ଏଥିରେ ସୂଚାଇ ଦିଆଯାଇଛି। ତେବେ…