Latest Odisha News

BREAKING NEWS

Punjab floods: ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ…

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି। ଅନେକ ଗାଁ ବନ୍ୟାରେ ବୁଡ଼ି ଯାଇଛି । ଏବେ ବି ପଞ୍ଜାବ ପ୍ରଦେଶରେ ବନ୍ୟା କବଳରେ ୨ ଡଜନରୁ ଅଧିକ…

ସୁନ୍ଦରପଦା-ଜଟଣୀ ରାସ୍ତା ସଂପ୍ରସାରଣ କାମ ନଭେମ୍ବର ସୁଦ୍ଧା ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ…

Trump Tariffs Backfire: ଟାରିଫ୍ ଜାଲରେ ଫସିଲେଣି ଟ୍ରମ୍ପ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଛେଇଥିବା ଜାଲରେ ଏବେ ପଡିଛନ୍ତି । ଅନ୍ୟ ଦେଶରେ ଉପରେ ଲାଗୁ କରିଥିବା ଶୁଳ୍କ, ଏବେ ତାଙ୍କୁ ଭାରି ପଡିବା ଆରମ୍ଭ କଲାଣି । ଯାହାକୁ ନେଇ ଏବେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ଥିବା ବେଳେ ନରମିଲେଣି ଟ୍ରମ୍ପ । ଭାରତ ପ୍ରତି ରୁକ୍ଷ…

ଫେସବୁକ ଓ ୟୁଟ୍ୟୁବ ସମେତ ଏହି ୨୪ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ ଲଗାଇବେ ନେପାଳ ସରକାର..

ନୂଆଦିଲ୍ଲୀ: ନେପାଳ ସରକାର ଘୋଷଣା କରିଛନ୍ତି ଯେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ସେମାନେ ଏହାକୁ ନିଷେଧ କରୁଛନ୍ତି । ଏହି ନୂତନ ଆଦେଶ ଅନୁଯାୟୀ, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଭଳି…

ଓଡ଼ିଶାରେ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଜାରି ରହିବ: ଆଇଏମଡି

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ପ୍ରଭାବରୁ ରାଜ୍ୟରେ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

କଟକ ବିଜେଡିରେ ଫାଟ! ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣତଃ ତାଙ୍କ ନେତୃତ୍ୱରେ ହୋଇଥାଏ। ଶୁକ୍ରବାର ବକ୍ସିବଜାର ଛକରେ ଆୟୋଜିତ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ…

ପିପିଲି-କୋଣାର୍କ ‘ଗ୍ରୀନଫିଲ୍ଡ କରିଡର’କୁ ଓଡ଼ିଶା ସରକାରଙ୍କ ମଞ୍ଜୁରୀ, ଯାତ୍ରା ସମୟ ୩୦ ମିନିଟ କମିବ!

ଭୁବନେଶ୍ୱର: ଓଡ଼ିଶା ସରକାର ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଏହି ‘ଗ୍ରୀନଫିଲ୍ଡ କରିଡର’ ଯୋଜନାକୁ…

ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ହାଜିରା ବ୍ୟବସ୍ଥା କଲେ ସରକାର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପରିଚାଳନାକୁ ସୁଦୃଢ଼ କରିବା ଓ କର୍ମଚାରୀଙ୍କ ମଧ୍ୟରେ ନିୟମିତତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନା…

Hirakud Dam: ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ଟି ଗେଟ୍, ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ । ଉପରମୁଣ୍ଡରେ ଜଳପ୍ରବାହ ହ୍ରାସ ପାଇବାରୁ ଏହି ଗେଟ୍ ଗୁଡିକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୦ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସେଥିମଧ୍ୟରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…