ଆପଲ୍ ପରେ ସାମସଙ୍ଗ ପାଳି: ଧମକାଇଲେ ଟ୍ରମ୍ପ….
ନୂଆଦିଲ୍ଲୀ: ଗାଦିରେ ବସିବା ପରେ ଏବେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା ପଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଧମକ ଆପଲକୁ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆପଲ୍ର…