Pediatric Anesthesia Unit: ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍ ଆନାସ୍ଥେସିଆ ୟୁନିଟ୍
ଭୁବନେଶ୍ୱର: ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନ କର୍ତ୍ତୃପକ୍ଷ ନିର୍ଭର କରିବେ ନାହିଁ। ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍ ଆନାସ୍ଥେସିଆ ୟୁନିଟ୍। ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍ ଖୋଲିବାକୁ ଯାଉଛି। ଏଥିପାଇଁ ୪ଟି…