Latest Odisha News

BREAKING NEWS

ୟୁପିଆଇ ପେମେଣ୍ଟରେ ବଦଳିଲା ବଡ଼ ନିୟମ, ଏବେ ଲକ୍ଷେ ନୁହେଁ ….

ଭୁବନେଶ୍ୱର: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଦ୍ୱାରା UPI ରେ ନୂଆ ନିୟମ ଆଣିଛି । ଯାହା ଭାରତର ଡିଜିଟାଲ୍ ଅର୍ଥନୀତିକୁ ନୂଆ ଦିଗ ଦେବ। ସେପ୍ଟେମ୍ବର ୧୫, ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ଛୋଟ ବ୍ୟବସାୟୀ, ଗ୍ରାମାଞ୍ଚଳର ଦୋକାନୀ ଏବଂ ସାଧାରଣ ଉଦ୍ୟୋଗୀଙ୍କୁ ବଡ଼…

ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍‍ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ କିସର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା ତାରିଖ ଘୋଷଣା…

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗୁରୁବାର ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି। ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି…

ପୂରା ଶସ୍ତା ହୋଇଗଲା ଇଲେକ୍ଟ୍ରୋନିକ୍ସ ଜିନିଷ ! ଏସି-ଫ୍ରିଜ ଦାମ ମାତ୍ର ଏତିକି

ଭୁବନେଶ୍ୱର: ଭାରତର ପରୋକ୍ଷ କର୍ଯ୍ୟପଦ୍ଧତିରେ ଏକ ଐତିହାସିକ ପରିବର୍ତ୍ତନ ଆସିବାକୁ ଯାଉଛି। ସେପ୍ଟେମ୍ବର ୨୨, ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଜିଏସ୍‌ଟି ୨.୦ କେବଳ ଗ୍ରାହକଙ୍କ ପକ୍ଷରୁ ସୁଲଭତା ଆଣିବ ନାହିଁ, ବରଂ ଦେଶୀୟ ଉତ୍ପାଦନକୁ ନୂତନ ଗତି ପ୍ରଦାନ କରିବ। ଜିଏସ୍‌ଟି ପରିଷଦର…

ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଦୀପାବଳିରେ କର୍ମଚାରୀଙ୍କ ଆସୁଛି ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ତାର ନୂତନ ଡିଜିଟାଲ୍ ପ୍ଲାଟଫର୍ମ EPFO 3.0 କୁ ପ୍ରଚଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା କେବଳ ପିଏଫ୍ (ପ୍ରୋଭିଡେଣ୍ଟ୍ ଫଣ୍ଡ୍) ଉଠାଇବାକୁ ସହଜ କରିବ ନାହିଁ, ବରଂ ସାଧାରଣ ବ୍ୟାଙ୍କିଂ ପରି…

Encounter: ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ;ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ବସ୍ତରରେ ସୁରକ୍ଷା ବାହିନୀର ନକ୍ସଲ ବିରୋଧୀ ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ନାରାୟଣପୁର, ବିଜାପୁର ଏବଂ ଗରିଆବନ୍ଦରେ ନକ୍ସଲ ଏନକାଉଣ୍ଟର ପରେ, ସୁରକ୍ଷାବାହିନୀ ଏବେ ସୁକମାରେ ସେମାନଙ୍କର ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ହାସଲ କରିଛି। ଗୁରୁବାର ଦିନ ସୁକମାର ଗାଦିରସ ପୋଲିସ…

Ama bus: ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି; ଯାତ୍ରୀଙ୍କୁ ମାରିଲେ ଥାପଡ଼, ଏପଟେ ଚାକିରିରୁ ବହିଷ୍କାର…

ଭୁବନେଶ୍ବର:ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର, ଏହିପରି ଅଭିଯୋଗ ହୋଇଛି । OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ସୂଚନା ରହିଛି । କଣ୍ଡକ୍ଟର ୟୁନିଫର୍ମରେ ଥାଇ…

ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ୱର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ। ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର। ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ।…

୧୭ ମାସରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୫.୮୫ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୭ ମାସ ମଧ୍ୟରେ ଓଡ଼ିଶାବାସୀଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି…

ମୃତଦେହ ଧରି ପୋଲିସ ମୁଖ୍ୟାଳୟରେ ଡ୍ୟୁଟି କରିଥିଲା ଦୀପକ

ଭୁବନେଶ୍ୱର: ଧିରେ ଧିରେ ପଦାକୁ ଆସୁଛି ଅଭିଯୁକ୍ତ ଦୀପକ ରାଉତଙ୍କ ସତ। ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ…