Modi-Trump Phone Call: ୩ ମାସ ପରେ କଲ୍ ଉଠେଇଲେ ମୋଦି, ୩ ସନ୍ଦେଶ ଦେଲେ ଟ୍ରମ୍ପ…
ନୂଆଦିଲ୍ଲୀ: ନୂଆ ମୋଡ ନେଉଛି ଆମେରିକା ଏବଂ ଭାରତ ସମ୍ପର୍କ । ଯାହାକୁ ଗତ କିଛି ମାସ ମଧ୍ୟରେ ଶୁଳ୍କ ପଙ୍ଗୁ କରିଦେଇଥିଲା। ହେଲେ ଟ୍ରମ୍ପ ଏବଂ ଟାରିଫ୍ ନୀତି ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ମୋଦି ବଡ ବନ୍ଧ ହୋଇ ଛିଡା ହୋଇଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ…