ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ କାହାର ପଲା ରହିଛି ଭାରୀ
ଦୁବାଇ: ଏସିଆ କପ କ୍ରିକେଟର ମହା ମୁକାବିଲା ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏହା ଉପରେ ରହିଛି । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଆସନ୍ତୁ ନଜର ପକାଇବା କାହାର ପଲା ଭାରୀ ରହିଛି ।
ହେଡ ଟୁ…