Latest Odisha News

BREAKING NEWS

ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ, ଶିଶୁ ଲାଳନ ପାଳନ କେନ୍ଦ୍ରକୁ କରାଗଲା ସ୍ଥାନାନ୍ତରିତ

ଭୁବନେଶ୍ୱର: ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ। ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା। ହେଲେ ହଠାତ ଦୁଇ ଶାବକଙ୍କ…

ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାଗ୍ରସ୍ତ ; ବିମାନରେ ଥିଲେ ୧୬୯ଭାରତୀୟଙ୍କ ସହ ବିଦେଶୀ

ଗୁଜୁରାଟ: ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ।  ଏୟାର ଇଣ୍ଡିଆ 1800 5691 444 ଟୋଲ ଫ୍ରି ନମ୍ବର ଜାରି କରିଛି । ବିମାନ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଏଇ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଗୁଜୁରାଟର ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ  ନେଇ ଯାଉଥିବା…

ପୁଣି ହସିନାକୁ ନେଇ ଚଢିଲା ୟୁନୁସଙ୍କ ପାରା: ସିଧା ମୋଦିଙ୍କୁ ସମାଲୋଚନା କଲେ…..

ନୂଆଦିଲ୍ଲୀ: ନିଜ ଆଡୁ ଭାରତ ସହ ସଂପର୍କ ଭଲ କରିବାକୁ ଚାହୁଁଥିବା ୟୁନୁସ, ଏବେ ପୁଣି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ନେଇ ଭାରତକୁ ସମାଲୋଚନା କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

କାହିଁକି ବନ୍ଦେ ଭାରତରେ କାନ୍ଦିଲେ ଫାରୁଖ ଅବଦୁଲା?

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ମଙ୍ଗଳବାର ତାଙ୍କ ଜୀବନର ଏକ ସ୍ୱତନ୍ତ୍ର ଯାତ୍ରା କରିଥିଲେ। ସେ ପ୍ରଥମ ଥର ପାଇଁ ଶ୍ରୀନଗରରୁ କଟରା ପର୍ଯ୍ୟନ୍ତ ନୂତନ ଭାବରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ କାଶ୍ମୀରକୁ ଶେଷରେ ଦେଶର…

ଅଣସର ଗୃହରେ ମହାପ୍ରଭୁ; ଆଜିଠୁ ଅଲାରନାଥଙ୍କ ଦର୍ଶନ… 

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ…

ଦୁଇ ମାସରେ ଆରମ୍ଭ ହେବ ଷ୍ଟାରଲିଙ୍କ ଇଣ୍ଟରନେଟ ସେବା, କେତେ ରହିବ ପ୍ଲାନ ? ହୋଇଗଲା ଖୁଲାସା

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ଭାରତ ସରକାର ଏହି କମ୍ପାନୀକୁ ଦେଶରେ ସେବା ଆରମ୍ଭ କରିବା ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଜିଓ ଓ ଏୟାରଟେଲ ପରେ ଷ୍ଟାରଲିଙ୍କ ହେଉଛି…

ବୁମରାହଙ୍କ ରେକର୍ଡ ଭାଙ୍ଗିଲେ ରାବାଡା

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ରାବାଡା ଭାରତର ଯଶପ୍ରୀତ ବୁମରାହଙ୍କ ଏକ ରେକର୍ଡ…

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ଲିଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ (ୟୁଜି) ପ୍ରଥମ ବର୍ଷ ପାଠ୍ୟକ୍ରମ (ଯୁକ୍ତ ୩)ରେ ପ୍ରବେଶ ପାଇଁ ପ୍ରଥମ ସିଲେକ୍ସନ ମେରିଟ୍ ଲିଷ୍ଟ୍ ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୧,୭୫,୭୨୨…

ବିପଦରେ ପାକିସ୍ତାନ, ସୁଇସାଇଡ୍ ଡ୍ରୋନ୍ ବନେଇଲା ଏହି ଶତ୍ରୁ ଦେଶ…..

ନୂଆଦିଲ୍ଲୀ: ଭାରତ ସହ ତିକ୍ତତା ମଧ୍ୟରେ ଏବେ ବଡ ବିପଦ ପାକିସ୍ତାନକୁ ସତର୍କ ଘଣ୍ଟି ଦେଲାଣି । କେଉଁ ମୂହୂର୍ତ୍ତରେ ବି ଧ୍ବଂସ ହୋଇପାରେ ପାକିସ୍ତାନ । ପାକିସ୍ତାନର ଆଉ ଶତ୍ରୁ ଦେଶ ଆଫଗାନିସ୍ତାନ କାମିକାଜେ ଡ୍ରୋନ୍ ବନାଇଛି । ଦେଶର ବାୟୁସେନାରେ କେବଳ କିଛି ହେଲିକପ୍ଟର ଅଛି। ଏପରି…

ଚେତାବନୀ ଜାରି କଲେ ସରକାର: ଫୋନରେ କଥା ହେଉଥିବା ସମୟରେ ବନ୍ଦ କରନ୍ତୁ ଇଣ୍ଟରନେଟ୍‌, ନ ହେଲେ….

ନୂଆଦିଲ୍ଲୀ: ଆପଣ ଫୋନ୍‌ରେ କଥା ହେଉଥିବା ବେଳେ ଇଣ୍ଟରନେଟ୍‌ ଚାଲୁ ରଖୁଛନ୍ତି କି? ଯଦି ହଁ, ତେବେ ସରକାର ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛନ୍ତି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C), ଯାହା ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ, ଦେଶର କୋଟି କୋଟି…