Latest Odisha News

BREAKING NEWS

ପହଲଗାମ: ଜିପ୍‌ଲାଇନ୍‌ରେ ଥିବା ଅଜଣା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ୍ ହେଲା ଭୟଙ୍କର ଦୃଶ୍ୟ

ଅନନ୍ତନାଗ: ଜମ୍ମୁ କଶ୍ମୀରର ପହଲଗାମର ବୈସରଣରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭିଡିଓଟି ଜଣେ ପର୍ଯ୍ୟଟକଙ୍କ ଦ୍ୱାରା ଜିପ୍‌ଲାଇନ୍‌ରେ ରେକର୍ଡ କରାଯାଇଥିଲା, ଯିଏ…

ପାକ୍ ମନ୍ତ୍ରୀ କହିଲେ ଭାରତ ଆକ୍ରମଣ କରିବା ଥୟ, ଆମେ ସତର୍କ ରହିଛୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ସୋମବାର ଦାବି କରିଛନ୍ତି ଯେ ଭାରତ ଆକ୍ରମଣ କରିବା ଥୟ। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏପ୍ରିଲ ୨୨ ତାରିଖରେ,…

ଛୋଟ ବୟସରେ ବଡ଼ ଧମାକା, ଶତକ ମାରି ସାରା ଦୁନିଆରେ ଚହଳ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ... ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ…

ଅପଗ୍ରେଡ ହେଲା ବାରିପଦା ସୁପରଫାଷ୍ଟ ଟ୍ରେନର ବଗି

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍ ସହିତ ଅପଗ୍ରେଡ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ଆରାମ ପ୍ରଦାନ କରିବ। ଏହି ଅତ୍ୟାଧୁନିକ…

ବାଲାକୋଟ ଷ୍ଟ୍ରାଇକ ନୁହେଁ; ମୁଁହତୋଡ ଜବାବ ଦରକାର: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ସେ ପାକିସ୍ତାନର କାର୍ଯ୍ୟକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ମାନବତାକୁ ହତ୍ୟା କରିଛନ୍ତି ଏବଂ ଭାରତ ତା'ର ନୀତି ସହିତ…

ପାକିସ୍ତାନର କାହା ନିକଟରେ ରହିଛି ପରମାଣୁ ବମର ରିମୋଟ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ହତ୍ୟା ପରେ ଭାରତ ପାକିସ୍ତାନ ସରକାର ବିରୋଧରେ କଠୋର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଭାରତ ସିନ୍ଧୁ ଜଳ ସନ୍ଧି ନିଲମ୍ବନ କରିଛି, ପାକିସ୍ତାନୀ…

ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେମିତି ଶୀଘ୍ର ଆୟକରିବେ ଲକ୍ଷ ଲକ୍ଷ ଟଙ୍କା, ଏଆଇ କହିଲା ସରଳ ଉପାୟ

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ କେବଳ ମନୋରଞ୍ଜନ ନୁହେଁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାରର ଉତ୍ତମ ମାଧ୍ୟମ ହୋଇଛି। ସଠିକ ରଣନୀତି ଓ ସ୍ମାର୍ଟ କାମ ସହ ଆପଣ ଶୀଘ୍ର ସଫଳ କଣ୍ଟେଣ୍ଟ କ୍ରିଏଟର ହୋଇପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କିଛି ସହଜ ଓ ପ୍ରଭାବୀ…

ମେ ୧ରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାରଣ ଲୁଣି ପାଣି ରେ ରହୁଥିବା କୁମ୍ଭୀର ମାନଙ୍କ ପାଇଁ ଏହା ପ୍ରଜନନର ସମୟ ହୋଇଥାଏ। ବନ ସଂରକ୍ଷକର ଆସିଷ୍ଟାଣ୍ଟ ଚିଫ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ସରୀସୃପ ମାନଙ୍କ ବସା…

ପୂରା ରାତି ଏସି ଚଲାଇ ଶୋଇଲେ କ’ଣ ହେବ ? ଜାଣିନିଅନ୍ତୁ ନହେଲେ ବିପଦ

ନୂଆଦିଲ୍ଲୀ: ପୂରା ଭାରତରେ ତାତି ଏବେ କଲବଲ କରୁଛି। ତେଣୁ ଏପରି ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଧିକାଂଶ ଘରେ ଏୟାର କଣ୍ଡିସନର (ଏସି) ଚାଲୁ ରହିଛି। କେହି କେହି ରାତିସାରା ଏସି ଚଲାଇ ଶୋଉଛନ୍ତି। ଅଧିକ ତାପମାତ୍ରା ଶୋଇବାରେ ଅସୁବିଧା ସୃଷ୍ଟି କରେ ସତ ହେଲେ ବିଶେଷଜ୍ଞମାନେ କହୁଛନ୍ତି,…

ଆଫ୍ରିଦୀଙ୍କୁ ଧାୱନ କହିଲେ ଆଉ କେତେ ତଳକୁ ଖସିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଛି । ପାକିସ୍ତାନୀ କ୍ରିକେଟର ଶାହୀଦ ଆଫ୍ରିଦୀ ଏ ନେଇ ଅଯଥା ବୟାନ ଦେବାରେ ଲାଗିଛନ୍ତି । ଯାହାକୁ ନେଇ ଭାରତର ଶିଖର ଧାୱନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ…