ନୟାଗଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା; ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ପୋଡ଼ି…
ନୟାଗଡ଼: ନୟାଗଡ଼ ସହରରେ ଶନିବାର ଦିନ ଜଣେ ଫରେଷ୍ଟରଙ୍କ ବାସଭବନରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହା ପରେ ପୋଲିସ ଛାନଭିନ୍ନ କରିଥିଲା।
ମୃତକ ଶିଶିର ସାହୁ ନୟାଗଡ଼ ଜିଲ୍ଲାର ସରନକୁଳ ପଞ୍ଚରିଡା ରେଞ୍ଜରେ ଜଣେ ଫରେଷ୍ଟର ଥିଲେ।
ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ…