Latest Odisha News

BREAKING NEWS

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ: ୩୬ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ଅବିନାଶ

ନୂଆଦିଲ୍ଲୀ:ଗୁରୁବାର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଜାତୀୟ ରେକର୍ଡଧାରୀ ଅବିନାଶ ସାବଲେ ତାଙ୍କ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୩୬ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟରେ ୩୦୦୦ ମିଟର ଷ୍ଟିପଲଚେଜ୍ ବର୍ଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି…

ବିଏମସି କମିଶନରଙ୍କ ବିରୁଦ୍ଧରେ ମୈତ୍ରୀ ବିହାର ଥାନାରେ ଏତଲା

ଭୁବନେଶ୍ୱର: ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରି ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ମୈତ୍ରୀ ବିହାର ଥାନାରେ ଏତଲା ଦିଆଯାଇଛି । ବିଏମସି ଗlଡ଼କଣ ଡମ୍ପି ୟାର୍ଡ଼ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଦୈନିକ ମାତ୍ର ୧୫ ମେଟ୍ରିକ ଟନ୍ ଅଳିଆ…

ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ତୁରନ୍ତ ନ୍ୟାୟ ସହ ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଗୁରୁବାର କୋରାପୁଟ ଜିଲ୍ଲା ଗସ୍ତ କରି ପୋଲିସ ଅଧ୍ୟକ୍ଷଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ନାବାଳିକା ଦୁଷ୍କର୍ମ ଓ ଗର୍ଭଧାରଣା ମାମଲା (ଜୟପୁର ମହିଳା ପି.ଏସ୍…

ଚୀନ୍ ପ୍ରସ୍ତୁତ ସିସିଟିଭି କ୍ୟାମେରା ବିକ୍ରି ଓ ବ୍ୟବହାର ପୂର୍ବରୁ ସରକାରୀ ଲ୍ୟାବ୍‌ରେ ଯାଞ୍ଚ ବାଧ୍ୟତାମୂଳ

ନୂଆଦିଲ୍ଲୀ: ଚୀନ୍ ପକ୍ଷରୁ ବଢ଼ୁଥିବା ଗୁପ୍ତଚର ବିପଦ ମଧ୍ୟରେ, ଭାରତ ସରକାର ଇଣ୍ଟରନେଟ୍-ଭିତ୍ତିକ ସିସିଟିଭି କ୍ୟାମେରା ପାଇଁ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ, ସିସିଟିଭି କ୍ୟାମେରା ନିର୍ମାତାମାନଙ୍କୁ ସରକାରୀ ଲ୍ୟାବରେ ପରୀକ୍ଷଣ ପାଇଁ ହାର୍ଡୱେୟାର,…

ଆଇପିଏଲ ଫାଇନାଲ ଜିତିଲେ ଟିମ୍‌ ମାଲିକଙ୍କୁ କେତେ ଟଙ୍କା ମିଳେ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ନୁହେଁ, ଏହା ଏକ ବୃହତ୍‌ ବ୍ୟବସାୟିକ ମଡେଲ୍‌ ମଧ୍ୟ। ପ୍ରତି ବର୍ଷ ଯେତେବେଳେ ଏକ ଟିମ୍‌ ଫାଇନାଲରେ ଜିତିଥାଏ, ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏବଂ ପ୍ରଶଂସକମାନେ ଯେତିକି ଖୁସି ହୁଅନ୍ତି, ତା’ଠାରୁ ଅଧିକ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଜୁନ ୨୦ ସୁଦ୍ଧା ସମସ୍ତ ଡ୍ରେନର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୂଚନାନୁସାରେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ…

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ…

ଆଜିର ମକଡ୍ରିଲ ୩୧ତାରିଖକୁ କାହିଁକି ଘୁଞ୍ଚିଲା ?

ନୂଆଦିଲ୍ଲୀ: ଅପରେସନ୍ ସିଲ୍ଡ ଅଧୀନରେ ଆଜି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ମକଡ୍ରିଲ ହୋଇଥାନ୍ତା । କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ସୁରକ୍ଷା ସମ୍ପର୍କିତ ଏହି ମକଡ୍ରିଲ କରାଯିବ । ସୀମାପାର…

ଆଉ ଏକ ପାକିସ୍ତାନୀ ଗୁପ୍ତଚର ଗିରଫ, ଆଇଏସଆଇକୁ ପଠାଉଥିଲା ଗୁପ୍ତ ସୂଚନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, ଦେଶ ସହିତ ବିଶ୍ୱାସଘାତକତା କରିଥିବା ଲୋକଙ୍କ ସନ୍ଧାନକୁ ଜୋରଦାର କରାଯାଇଛି । ଏହି ସମୟ ଭିତରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁପ୍ତଚର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ କାସିମ…

ଏଲଆଇସି ଆଣିଲା ଚମତ୍କାର ପଲିସି, ଥରକ ନିବେଶରେ ହୋଇଯିବେ ଧନୀ

ନୂଆଦିଲ୍ଲୀ: ଅବସର ପରେ ଜୀବନଯାପନ ଖର୍ଚ୍ଚ ପୂରଣ କରିବା ଅନେକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ କିମ୍ବା ନିଜ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ଯେଉଁମାନଙ୍କୁ ପେନସନ ମିଳେ ନାହିଁ, ଅବସର ପରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।…