ଶ୍ରୀ ଭାଗବତ ସାର ୫୦: ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ। ଏକଥା କହିବାର ତାତ୍ପର୍ଯ୍ୟ ହେଲା ଶ୍ରୀମଦ ଭାଗବତଙ୍କ ଦ୍ବିବିଧ ରୂପର ଅନୁଭବ ଯଥା 1.ଗ୍ରନ୍ଥ ଭାଗବତ 2.ଭକ୍ତ ଭାଗବତ। ଏହି କଥାକୁ ଆମେ ହୃଦୟର ସହ ବିଚାର…