ବାଂଲାଦେଶ ପରେ ଶ୍ରୀଲଙ୍କାକୁ ଝଟକା ଦେଇପାରେ ବିସିସିଆଇ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତକୁ ରାଜନୈତିକ ଅସ୍ଥିରତା କାରଣରୁ ଆଗରୁ ରଦ୍ଦ କରି ଦେଇଛି । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥାନ୍ତା । ଗସ୍ତ ବାତିଲ ହେବା ପରେ ଶ୍ରୀଲଙ୍କା ବୋର୍ଡ ଏ ଭଳି ଏକ ସିରିଜ ଆୟୋଜନ କରିବା…