ଆଲାସ୍କା ଗସ୍ତ ବେଳେ ପୁଟିନଙ୍କ ଟଏଲଟ ବ୍ୟବସ୍ଥା ପାଇଁ ଆସିଥିଲା ସ୍ୱତନ୍ତ୍ର ସୁଟକେସ!
ଆଲାସ୍କା: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ଥାଏ। ଶୁକ୍ରବାର ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ବେଳେ ପୁଟିନଙ୍କ ସୁରକ୍ଷା ଟିମ୍ ଏକ ଅଜଣା ସୁଟକେସ ନେଇଥିଲେ। ଏହାକୁ ‘ପପ୍ ସୁଟକେସ’ ବୋଲି କୁହାଯାଉଛି।…