Latest Odisha News

BREAKING NEWS

ଘର କାମ କରୁଛି ରୋବୋଟ୍; ଭିଡିଓ ସେୟାର କଲେ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ପୁଣିଥରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଏକ୍ସରେ ଏକ ରୋବୋଟ୍ ର ଭିଡିଓ ପୋଷ୍ଟ କରିଛନ୍ତି। ତାଙ୍କ କମ୍ପାନୀର ମାନବକୃତ୍ ରୋବୋଟ୍ (ଅପ୍ଟିମସ୍) ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ କରୁଛି। ଯେପରିକି ଘରକୁ ଭାକ୍ୟୁମ୍ କରିବା, ସଫା କରିବା ଏବଂ ଡଷ୍ଟପ୍ୟାନ୍…

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମ୍ଫାର ସମ୍ପ୍ରସାରିତ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ପକ୍ଷରୁ ଆଜି କଳିଙ୍ଗ ନଗରରେ ଏହାର ନୂତନ ଅତ୍ୟାଧୁନିକ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ରାଜ୍ୟର  ଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ…

‘ଓଡିଶା ଯାତ୍ରୀ’ ଡ୍ରାଇଭର ୫ ମାସରେ ରୋଜଗାର କଲେଣି ୨କୋଟିରୁ ଅଧିକ

ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ ଆରମ୍ଭ ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି। ଏହି ସରକାରୀ କ୍ୟାବ୍‍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ…

‘ଏହି ପ୍ରକଳ୍ପ ଗୁଡିକ ହେଉଛି ସମୃଦ୍ଧ ଓଡିଶା ନିର୍ମାଣର ଶୁଭାରମ୍ଭ’;୩୬ହଜାର ନୂଆ ନିଯୁକ୍ତି ସୃଷ୍ଟି

ଭୁବନେଶ୍ବର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି…

ଏଫଆଇଏଚ ହକି ଇଣ୍ଡିଆ ପ୍ରୋ ଲିଗ: ହରମନଙ୍କ ନେତୃତ୍ୱରେ ଘୋଷିତ ହେଲା ଭାରତୀୟ ଟିମ, ଓଡିଶାରୁ ୩

ନୂଆଦିଲ୍ଲୀ: ଏଫଆଇଏଚ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲିଗ ପାଇଁ ଗୁରୁବାର ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୨୪ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ଜୁନ ୭ ଓ ୯ରେ ନେଦରଲାଣ୍ଡ ବିପକ୍ଷରେ…

ସ୍ବତନ୍ତ୍ର ଓଟିଇଟି-୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ମେ’୨୭ ଯାଏଁ ବୃଦ୍ଧି

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଆଜି (ଗୁରୁବାର) ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍…

୧୯ ବର୍ଷରୁ କମ କ୍ରିକେଟ: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଆୟୂଷ ମାହାତ୍ରେଙ୍କ ନେତୃତ୍ୱରେ ଭାରତର ୧୯ ବର୍ଷରୁ କମ କ୍ରିକେଟ ଟିମର ଘୋଷଣା କରାଯାଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ଗୋଟିଏ ୱାର୍ମ ଅପ ମ୍ୟାଚ, ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୨୪ଜୁନରୁ ଏହି ସିରିଜ ଆରମ୍ଭ ହେବ । ବୈଭବ…

ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା…

ହିଟୱେଭ ସଙ୍କଟ, ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ହିଟୱେଭକୁ ନେଇ ଜାତୀୟ ସ୍ତରୀୟ ନିର୍ଦ୍ଦେଶାବଳୀ ଜାରି କରିବା ସହ ସେଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି…

୨୩ ବର୍ଷରେ ୨୫ ସ୍ବାମୀ….ଧରା ପଡିଲା ଲୁଟେରୀ କନିଆ

ଲକ୍ଷ୍ନୌ: ବୟସ ମାତ୍ର ୨୩ । ହେଲେ ଏପର୍ଯ୍ୟନ୍ତ ୨୫ ଜଣଙ୍କ ସହ ବିବାହ ବନ୍ଧନରେ ବୟନ୍ଧି ହୋଇସାରିଲେଣି । ପ୍ରଥମେ ପ୍ରଲୋଭନ ଦେଖାଇ ବିବାହ କରିବା ଆଉ ପରେ ଟଙ୍କା, ସୁନା ନେଇ ପଳେଇବା…ଲୁଟେରୀ କନିଆର କିଛି ଏପରି ଚାଞ୍ଚଲ୍ୟ ଘଟଣା ଏମେ ସମସ୍ତଙ୍କୁ ଚକିତ କରିଛି । ବଲିଉଡ୍ ଚଳଚ୍ଚିତ୍ର…