ଛାଡପତ୍ର ଗୁଜବ ନା ଅପରେସନ ସିନ୍ଦୂର: ଚର୍ଚ୍ଚାରେ କାନ୍ସରେ ଐଶ୍ବର୍ଯ୍ୟାଙ୍କ ସିନ୍ଦୂର ଭରା ମଥା
ମୁମ୍ବାଇ: ଅଭିଷେକ ରାୟ ବଚ୍ଚନଙ୍କ ସହ ଛାଡପତ୍ର ଗୁଜବ ମଧ୍ୟରେ ଚର୍ଚ୍ଚାରେ ଐଶ୍ବର୍ଯ୍ୟା ରାୟଙ୍କ କାନ୍ସ୍ ଲୁକ୍ । ଐଶ୍ବର୍ଯ୍ୟଙ୍କ ସିନ୍ଦୂର ଭରା ମଥା ପୁଣି ଥରେ ଦମ୍ପତ୍ତିଙ୍କ ସଂପର୍କ ନେଇ ଏକ ବଡ ବାର୍ତ୍ତା ଦେଇଛି । ଏଥିସହିତ କିଛି ଫ୍ୟାନ୍ସ ଏହାକୁ ସମ୍ପ୍ରତି ଅପରେସନ ସିନ୍ଦୁର ସହ ମଧ୍ୟ…