ବିଏସଇ ବିଲ୍ଡିଂକୁ ବୋମାରେ ଉଡ଼ାଇବାକୁ ଧମକ
ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)କୁ ବୋମାରେ ଉଡ଼ାଇବାକୁ ଧମକ। ଇମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ପଠାଯାଇଛି।
ଇମେଲ୍ରେ କୁହାଯାଇଛି ଯେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କୋଠାରେ RDX ଏବଂ IED ଲଗାଯାଇଛି। ବିଏସଇକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ କମ୍ରେଡ୍ ପିନାରାଇ…