ଶ୍ରୀ ଭାଗବତ ସାର ୧୨୭: ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ ବର୍ଣନାରେ ଭକ୍ତ ମାନଙ୍କଠାରେ ଦୁଇ ପ୍ରକାର ଭକ୍ତି ଦେଖାଯାଏ। ଯଥା ବୈଧୀ ଓ ରାଗାନୁଗା ଭକ୍ତି। ଆମେ ଦୁଇଟି ଯାକ ଭକ୍ତିର ସ୍ୱରୂପ ଗତ ଅଧ୍ୟାୟରେ ଆଲୋଚନା କରିସାରିଛେ ଓ ଏହା ବି ଜାଣିଛେ ବ୍ରଜବାସୀ…