Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନା, ଭେଙ୍କେୟା ନାଇଡୁଙ୍କୁ ମିଳିବ ବଡ଼ ପଦ?

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ପ୍ରାୟ ତିନି ବର୍ଷ ପରେ ରାଜନୀତିରେ ପୁଣି ସକ୍ରିୟ ହୋଇଛନ୍ତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଭେଙ୍କେୟା ଦିଲ୍ଲୀରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ସୂତ୍ରରୁ…

ପିଲାମାନଙ୍କ ହାଡ଼ ଦୁର୍ବଳ ହେବାର କାରଣ କ’ଣ…?

ଭୁବନେଶ୍ବର: ପୂର୍ବରୁ ପିଲାମାନେ ସାରା ଦିନ ବାହାରେ ଖେଳୁଥିଲେ, ଗଛ ଚଢ଼ୁଥିଲେ, ଡିଆଁକୁଦା କରୁଥିଲେ ; ସେମାନଙ୍କର ହାଡ଼ ମଜବୁତ ରହୁଥିଲା। କିନ୍ତୁ ଏବେ ସାମାନ୍ୟ ଆଘାତରେ କେତେବେଳେ ହାତରେ, ଗୋଡରେ ପ୍ଲାଷ୍ଟର ଲାଗୁଛି । ବାପାମାଆମାନେ ପ୍ରାୟତଃ ଭାବନ୍ତି ଯେ ଏପରି କାହିଁକି ହେଉଛି, ସେମାନେ…

ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼ କୁଆଡେ ଗଲେ କହି ସରକାରକୁ ଜବାବ ମାଗିଲେ କଂଗ୍ରେସ ସାଂସଦ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୨୧ ଜୁଲାଇ ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି। ଧନଖଡ଼ ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି…

ମା’ଙ୍କ ଫୋନକୁ ମେସେଜ ପଠାଇ ଜୀବନ ହାରିଲେ ବିଏସ୍‌ଏଫ୍‌ ଯବାନ; ମେସେଜରେ ସେ ଦାୟୀ..

ଢେଙ୍କାନାଳ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । ମା’ଙ୍କୁ ମୋବାଇଲ ଫୋନ୍‌ରେ ମେସେଜ ପଠାଇଲେ। ପରେ ଫୋନ୍‌ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା…

ସୁଖ,ସମୃଦ୍ଧି ଏବଂ ଧନ ପାଇଁ, ଘରେ ଏହି ୩ଟି ପେଟିଙ୍ଗ ଲଗାନ୍ତୁ!

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଯାହା ସାହାଯ୍ୟରେ ଆମେ ଘର, ଅଫିସ୍, ମନ୍ଦିର କିମ୍ବା ଯେକୌଣସି ସ୍ଥାନର ନିର୍ମାଣ ଏବଂ ଡିଜାଇନ୍ କିପରି ହେବା ଉଚିତ ତାହା ଜାଣିପାରିବା। ଏହା ସହିତ ଆମେ ବାସ୍ତୁ ଶାସ୍ତ୍ର ମାଧ୍ୟମରେ ଜାଣିପାରିବା ଯେ, ଘରେ କ'ଣ ରଖିବା ଉଚିତ ଏବଂ…

ଆତଙ୍କୀସ୍ତାନ ପ୍ରେମରେ ଉବୁଟୁବୁ ଟ୍ରମ୍ପ! ବଲୁଚିସ୍ତାନ ଲିବରେସନ ଆର୍ମିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ଓ୍ୱାଶିଂଟନ: ଆତଙ୍କୀସ୍ତାନ ପ୍ରେମରୁ ଉବୁଟୁବୁ ହେଉଥିବା ଆମେରିକା ଏବେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଓ ତା’ର ଏକ ଶାଖା ମଜିଦ ବ୍ରିଗେଡକୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ଆମେରିକୀୟ ବୈଦେଶିକ ବିଭାଗ ସୋମବାର ଏହି ଘୋଷଣା କରିଛି। ବିଭାଗ କହିଛି, ମଜିଦ…

ଆମେରିକା ମାଟିରୁ ମୁନୀରଙ୍କ ଭାରତ ବିରୋଧୀ ବୟାନ, କଡ଼ା ଜବାବ ଦେଇ ଆଇନା ଦେଖାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀର କଶ୍ମୀରକୁ ନେଇ ପୁଣି ଥରେ ଭାରତ ବିରୋଧୀ ବୟାନ ଦେଇଛନ୍ତି। ଆମେରିକାର ଫ୍ଲୋରିଡାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧିତ କରି ମୁନୀର କହିଛନ୍ତି, "କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ, ଏହା ଏକ ଅସମାପ୍ତ…

କାଢା ତିଆରି ପାଇଁ ରାମ ନା ଶ୍ୟାମ ତୁଳସୀ ଅଧିକ ଲାଭଦାୟକ?

ଭୁବନେଶ୍ବର: ତୁଳସୀ ଗଛର କେବଳ ଧାର୍ମିକ ମହତ୍ତ୍ୱ ନାହିଁ, ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ସେଥିମଧ୍ୟରୁ ତୁଳସୀ କାଢା, ଯାହାକୁ ଅଧିକାଂଶ ଲୋକ ପିଇଥାନ୍ତି । କାରଣ ଏହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ତୁଳସୀ (ରାମ ଏବଂ ଶ୍ୟାମା…

ସାଧାରଣ ନିର୍ବାଚନରେ ଭୋଟ ଅସଙ୍ଗତି ଅଭିଯୋଗ: ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ…

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…