ଅଖିଳେଶ ହୁଅନ୍ତୁ କି ପାଓ୍ବାର…ବିରୋଧୀ ଏକାଠି
ନୂଆଦିଲ୍ଲୀ: ଅଖିଳେଶ ଯାଦବ ହୁଅନ୍ତୁ କି ମମତା ବାନାର୍ଜୀ। ପୂରା ବିରୋଧୀ ଏକ ସ୍ବର। ଭୋଟ୍ ଚୋରି ଅସ୍ତ୍ର ଚଳାଇ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିଆ ବ୍ଲକର ନେତାମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ…