‘ଉଦୟପୁର ଫାଇଲ୍ସ’ର ପ୍ରଯୋଜକଙ୍କୁ ହତ୍ୟା ଧମକ
ମୁମ୍ବାଇ: ଆଇନଗତ ଲଢ଼େଇ ପରେ ଫିଲ୍ମ 'ଉଦୟପୁର ଫାଇଲ୍ସ' ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। ତଥାପି ଫିଲ୍ମ ନିର୍ମାତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଗୋଟିଏ ପଟେ ଫିଲ୍ମ ହଲରେ ଦର୍ଶକ ବେଶୀ ଭିଡ ଜମାଉନଥିବା ବେଳେ ଅନ୍ୟପଟେ ପ୍ରଯୋଜକ ଅମିତ ଜାନି ଦାବି କରିଛନ୍ତି ଯେ ତାଙ୍କୁ…