୧୨ ଦିନରେ ୪୦୦ କୋଟି ଛୁଇଁଲା ‘ସୟାରା’
ମୁମ୍ବାଇ: ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସୟାରା' ପ୍ରଥମ ଦିନରୁ ହିଁ ରେକର୍ଡ କରିଆସୁଛି। ଦମଦାର ଓପନିଂ ପରେ 'ସୟାରା' ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ବିଶ୍ବବ୍ୟାପୀ ୪୦୦କୋଟି ଟଙ୍କାର ଇନକମ କରିଛି।
ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ…