ମହିଳା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୫ରେ ମହା ମୁକାବିଲା
ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ର କାର୍ଯ୍ୟସୂଚୀ ସୋମବାର ଆଇସିସି ପକ୍ଷରୁ ଜାରୀ କରାଯାଇଛି । ଅପରେଶନ ସିନ୍ଦୁର ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୫ରେ ପରସ୍ପରକୁ ଭେଟିବେ । ଭାରତ ଏହି ବିଶ୍ୱକପର ଆୟୋଜକ ରହିଛି । ଏଥିଯୋଗକୁ ପାକିସ୍ତାନ ତାର…