ଭାରତର କୂଟନୈତିକ ବିଜୟ: ପାକ୍ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଟିଆରଏଫ (TRF)କୁ ଆତଙ୍କବାଦୀ ସଂଗଠନ ଘୋଷଣା। ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କୀ ସଂଗଠନ କହିଲା ଆମେରିକା। TRF ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ବୋଲି କହିଲା ଆମେରିକା। ପହଲଗାମ୍ ଆକ୍ରମଣ ପାଇଁ TRFକୁ ଦାୟୀ କଲା US। ଲସ୍କର-ଏ-ତୈବାର ଶାଖା ସଂଗଠନ ହେଉଛି…