ଶ୍ରୀ ଭାଗବତ ସାର ୯୮: ଭଗବାନ ବା ପରମାତ୍ମା କାହିଁକି ଅବତାର ନିଅନ୍ତି ?
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଉତ୍ପତିର ସେହି ଛଅ ଗୋଟି ପ୍ରଶ୍ନ ବିଷୟରେ ଆମର ଆଲୋଚନା ମଧ୍ୟରେ ଜାଣିଲେ ଚାରି ଗୋଟି ପ୍ରଶ୍ନ ଶୁଣି ସାରିବା ପରେ ବି ଶ୍ରୀ ସୂତ ମହାମୁନି ତାର ଉତ୍ତର ଦେଉ ନାହାନ୍ତି ଏବଂ ପୁନଃ ପୁନଃ ଇସାରା କରୁଛନ୍ତି ନୂତନ ପ୍ରଶ୍ନ…