ଦୁଇ ବାଇକ୍ ଧକ୍କାରେ ଚାଲିଗଲା ୩ ଜୀବନ,ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍ ।
ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର…