Latest Odisha News

BREAKING NEWS

ପୁଣି ମାଟିତଳୁ ମିଳିଲା ୨.୫ ଟନ୍ ବିସ୍ଫୋରକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରକ ଠାବ ହୋଇଥିଲା । ମାଟିତଳେ ଲୁଚାଇଥିଲେ ମାଓବାଦୀ । ଯବାନମାନଙ୍କ…

ପାଣି ପାଇଁ ଆଁ କଲାଣି ପାକିସ୍ତାନ ମାଟି, କାନ୍ଦିଲେଣି ପ୍ରଧାନମନ୍ତ୍ରୀ ଶହବାଜ୍!

ନୂଆଦିଲ୍ଲୀ: ପାଣି ପାଇଁ ଏବେ ବଡ ହିନସ୍ତା ହେଉଛି ପାକିସ୍ତାନ । ଖାଲି ଆଖିର ଲୁହ ଛାଡିଦେଲେ, ପାକିସ୍ତାନ ପାଖରେ ପାଣିର ବିକଳ୍ପ କିଛି ନାହିଁ । ଫାଟି ଆଁ କଲାଣି ପାକିସ୍ତାନର କୃଷି ଜମି । ଭାରତ ସାଙ୍ଗରେ ଲାଗିବା, ଏବେ ପାକିସ୍ତାନକୁ ବଡ ମହଙ୍ଗା ପଡିଛି । ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ…

ସେନା ଶିବିରରେ ଭୂସ୍ଖଳନ; ୩ ଯବାନ ମୃତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ଗତ ରବିବାର ସନ୍ଧ୍ୟାରେ ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହେବାରୁ ଦୁଇ ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ଛଅ ଜଣ ସୈନିକ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଗତ ରବିବାର…

ରାଜ୍ୟରେ ପୁଣି ବଢିଲା ତାତି, କଲବଲ ଜନତା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ ଲାଗିଛି। ଫଳରେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଏବଂ ଆର୍ଦ୍ରତା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ସୂଚନା ଦେଇଛି। ଜୁନ୍ ୨ ରୁ ୬ ତାରିଖ…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୧୬ ନକ୍ସଲ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ଏହି ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୋଲିସ ଏନେଇ ସୂଚନା ଦେଇଛନ୍ତି। ଏସପି…

ଘାତକ S-400 ସାଙ୍ଗକୁ ଭାରତର ଏହି ଅସ୍ତ୍ର….ମାଟି କାମୁଡିଥାନ୍ତା ୟୁକ୍ରେନର ସବୁ ଅସ୍ତ୍ର, ପସ୍ତାଉଛନ୍ତି…

ନୂଆଦିଲ୍ଲୀ: ସମସ୍ତଙ୍କୁ ଚମକାଇ ଦେଇଛି ୟୁକ୍ରେନ୍ । ଖାଲି ଯେ ରୁଷ ତାହା ନୁହେଁ, ପୂରା ବିଶ୍ବ ଗତକାଲି ୟୁକ୍ରେନର ବଡ ଚାଲ୍ ନେଇ ଚକିତ । ବର୍ତ୍ତମାନ ସାରା ବିଶ୍ବ ରୁଷ ୟୁକ୍ରେନ ଯୁଦ୍ଧ ନେଇ ଶାନ୍ତିର ଗୀତ ଗାଉଥିବା ସମୟରେ, ଜେଲେନସ୍କି ଭ୍ଲାଦିମିର ପୁଟିନଙ୍କୁ ଚେକ୍ ମେଟ୍ ଦେଇଛନ୍ତି । ରୁଷ…

ବୋଲ୍ଡର ଆକ୍ରମଣଙ୍କୁ ନିନ୍ଦା କଲେ ଥରୁର: କହିଲେ, ‘ଆମ ଦେଶରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ’

ନୂଆଦିଲ୍ଲୀ: ଆମେରିକାର କଲୋରାଡୋରେ ହୋଇଥିବା ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି । ପ୍ରଦର୍ଶନକାରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ଜଣେ ସନ୍ଦିଗ୍ଧ ବ୍ୟକ୍ତି । ଯାହାକୁ ଆତଙ୍କୀ କାର୍ଯ୍ୟକଳାପ କହି ତଦନ୍ତ ଆରମ୍ଭ କରିଛି ଆମେରିକା ପୋଲିସ ଅଧିକାରୀ ଏବଂ ଏଫବିଆଇ । ଏହି ସମୟରେ ଅପରେସନ୍ ସିନ୍ଦୁର…

ଦିନିକିଆରୁ ଅବସର ନେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୫ ଓ ୨୦୨୩ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ । ସେ…

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, କମିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା । ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ…

ଚେସ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଗୁକେଶ, ରାଗିଗଲେ କାର୍ଲସେନ

ନୂଆଦିଲ୍ଲୀ: ନରୱେ ଚେସ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ଡି.ଗୁକେଶ ବିଶ୍ୱଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କ୍ଲାସିକାଲ ଚେସରେ କାର୍ଲସେନଙ୍କ ବିପକ୍ଷରେ ଗୁକେଶଙ୍କ ଏହା ପ୍ରଥମ ବିଜୟ । ମ୍ୟାଚ ହାରିଯିବା ପରେ କାର୍ଲସେନ ରାଗରେ ବୋର୍ଡକୁ ହାତରେ ପିଟି ଦେଇଥିଲେ ।…