Latest Odisha News

BREAKING NEWS

ଆଇପିଏଲ ପ୍ଲେ ଅଫ: କେଉଁ ଟିମ ରହିଛି କେତେ ମଜଭୁତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପ୍ଲେ ଅଫ ପାଇଁ ଟିମ ଚୂଡାନ୍ତ ହୋଇ ସାରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ୱାଲିଫାୟର ୧କୁ ଉନ୍ନୀତ ହୋଇଛି । ଗୁଜରାଟ ଟାଇଟାନ୍ସ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଆସନ୍ତୁ ୪ଟିମର ପ୍ଲେ ଅଫ ପ୍ରଦର୍ଶନ ଉପରେ…

ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ୩ ଗୁଣ ଅଧିକ ପ୍ରଭାବୀ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମସ୍…

ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ା ନୋଟ୍ ବସ୍ତା ଉଦ୍ଧାର ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି। ତେବେ ଏହି…

କେଜିଏଫ ମେକର୍ସଙ୍କ ଫିଲ୍ମରେ ଅଭିନୟ କରିବେ ହ୍ରିତିକ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କେଜିଏଫ ୧, କେଜିଏଫ ୨ ଓ ସାଲାର ପାର୍ଟ ୧ ଓ କାନ୍ତାରା ପରି ଫିଲ୍ମ କରିଥିବା ହୋମ୍ବଲେ ଫିଲ୍ମସ ଏବେ ହ୍ରିତିକଙ୍କୁ ନେଇ ନୂଆ ଫିଲ୍ମ କରିବେ । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ଆମେ ଏ ଭଳି ଏକ କାହାଣୀ ନେଇ ଆସିବୁ ଯାହାକୁ…

ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା

ଇନ୍ଦୋର: ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା। ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା। ସେମାନେ ତାଙ୍କର ହନିମୁନ ମନେଇବା ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ।…

କାମି ରିତା କିଏ? ଯିଏ ୩୧ ଥର ଏଭରେଷ୍ଟ ଚଢ଼ି କଲେ ବିଶ୍ବ ରେକର୍ଡ

କାଠମାଣ୍ଡୁ: ବିଶ୍ୱର ଅଧିକାଂଶ ପର୍ବତାରୋହୀଙ୍କ ସ୍ୱପ୍ନ ହେଉଛି ଅତି କମରେ ଥରେ ଏଭରେଷ୍ଟ ଶିଖରକୁ ଚଢ଼ିବା। କିନ୍ତୁ ନେପାଳର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଥରେ କି ଦୁଇଥର ନୁହେଁ, ବରଂ ୩୧ ଥର ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ…

ଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ମେ ୨୯ ଅର୍ଥାତ୍ ଆସନ୍ତାକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ । ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଏହାର…

‘ଅପରେସନ ସିନ୍ଦୂର’ର ସବୁଠୁ ଛୋଟ ଯୋଦ୍ଧା; ଯୁଦ୍ଧ ବେଳେ ଯବାନଙ୍କୁ ଦେଇଥିଲେ ପାଣି, ଲସି…

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ୱାଲି ଗାଁର। ଧୂଆଁ, ଧୂଳି ଓ ଗରମ ଭିତରେ ଶହ ଶହ ଗ୍ରାମବାସୀ ନିଜ ଆଖି ସାମ୍ନାରେ ଦେଖିଥିଲେ ଅପରେସନ ସିନ୍ଦୂରର ରୂପ। ସେନାବାହିନୀ ଗାଁର ଖୋଲା ପଡ଼ିଆରେ ଶିବିର ସ୍ଥାପନ କରିଥିଲେ। ସେମାନଙ୍କ ବୁଟ୍ ଚିହ୍ନ…

ପରୀକ୍ଷା ଫଳରେ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କୁ ଭେଟିଲେ ସିବିଏସଏଇ ପରୀକ୍ଷାର୍ଥୀ

ବରଗଡ: ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା l ଯାହାକୁ ନେଇ ଆଜି ବରଗଡ ଜିଲ୍ଲାର ରେନବୋ ପବ୍ଲିକସ୍କୁଲର ଛାତ୍ରଛାତ୍ରୀ ଓ ଅବିଭାବକ ଜିଲ୍ଲାପାଳଙ୍କୁ…

ପିଏସୟୁ କର୍ମଚାରୀଙ୍କ ପାଇଁ ବଡ ଖବର: ହରାଇ ପାରନ୍ତି ଅବସର ଲାଭ…….

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏକ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ର କର୍ମଚାରୀ, ତେବେ ଥରେ ନଜର ପକାନ୍ତୁ । କେନ୍ଦ୍ର ସରକାର ପିଏସୟୁ କର୍ମଚାରୀଙ୍କ ପାଇଁ ପେନସନ ସମ୍ବନ୍ଧୀୟ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂତନ ନିଷ୍ପତ୍ତି…