Latest Odisha News

BREAKING NEWS

ରାଉରକେଲାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନର ପାଞ୍ଚଟି ୱାଗନ ଲାଇନଚ୍ୟୁତ ହୋଇଥିଲା। ଯାହା ଫଳରେ ଏହି ରୁଟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ…

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଗତ ଶନିବାର ଦିନ ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଠାରୁ ୧୫ଟି ଟ୍ରାପ୍ କ୍ୟାମେରା ମଧ୍ୟ ଜବତ କରାଯାଇଛି। ତେବେ କ୍ୟାମେରା ବ୍ୟତୀତ ସେମାନଙ୍କ ପାଖରେ ଆହୁରି ମଧ୍ୟ ବିପଦ୍ଜନକ…

କୋହଲି, ରୋହିତଙ୍କୁ ନେଇ ବଡ କଥା କହିଲେ ଗିଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ଭାଗ୍ୟବାନ ଯେ, ରୋହିତ ଓ ବିରାଟ ଭାଇଙ୍କ ପରି ଖେଳାଳିଙ୍କ ସହ ଖେଳିବା ସୁଯୋଗ…

ଏପିଜେ ଅବଦୁଲ କଲାମଙ୍କ ଉପରେ ବାୟୋପିକ, ମିଶାଇଲ ମ୍ୟାନଙ୍କ ଭୂମିକାରେ ଧନୁଷ 

ମୁମ୍ବାଇ: ଭାରତର ୧୧ତମ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ। ଏହି ବାୟୋପିକ ଫିଲ୍ମରେ ଅଭିନେତା ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଗୁରୁବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଘୋଷଣା କରାଯାଇଥିଲା। ଯାହା ପ୍ରଶଂସକମାନଙ୍କ…

ରାହୁଲ ଗାନ୍ଧୀଙ୍କ ସହ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା; ଜାଣନ୍ତୁ ଫଟୋ ପଛର ସତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁପ୍ତଚର ସନ୍ଦେହରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନେଇ ଅନେକ ୟୁଜର୍ସ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି। ଜାତୀୟ…

କିନ୍ନରଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ

ବରଗଡ: ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତା ଉପରେ ପୋଲିସ ଉପରକୁ କିନ୍ନରମାନେ ଆକ୍ରମଣ କରିଛନ୍ତି। ଲହୁଲୁହାଣ ହୋଇଛି ପୋଲିସ । ବରଗଡ଼ ଗାନ୍ଧୀ ଛକରେ ଗାଡ଼ି ଭିତରୁ ଟ୍ରାଫିକ ଇନ୍ସପେକ୍ଟରକୁ ଟାଣି ଆଣି ମାଡ ମାରିଛନ୍ତି । ତେବେ ଟ୍ରାଫିକ୍‌ ଇନ୍ସପେକ୍ଟର ମଙ୍ଗଳ କିସ୍କୁ ଲହୁଲୁହାଣ ହୋଇପଡ଼ିଛନ୍ତି।…

‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।…

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲଗାଇ ଆମେରିକା ଅର୍ଥ କମାଉଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଟଙ୍କା ରୋଜଗାର କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା…

ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଏହି ବିଭାଗର କର୍ମଚାରୀ..

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନାହିଁ ।…

କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ବାଇଁ । ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ସୂଚନା…