Latest Odisha News

BREAKING NEWS

ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ,…

ଭାରତ- ପାକିସ୍ତାନ ବିବାଦ ଭିତରେ ହଟିଲା ମିଠାରୁ ‘ପାକ୍’ ନାଁ

ଜୟପୁର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ କ୍ରୋଧ ଏବେ ବେଶୀ ବଢିଛି । ଆଉ ଅପରେସନ ସିନ୍ଦୁର ପରେ ଦେଶପ୍ରେମର ଭାବନା ଆହୁରି ଦୃଢ଼ ହୋଇଯାଇଛି । ଲୋକେ ଏବେ ପ୍ରତିଟଇ ଭାରତୀୟ ମନରେ ପାକିସ୍ତାନ ପାଇଁ କେବଳ ଘୃଣା ହିଁ ଘୃଣା କରିରହିଛି । ଗୋଟେ ପଟେ କେନ୍ଦ୍ର…

ପଦ ଛାଡିବେ ୟୁନୁସ୍, ଚେତାବନୀ ଦେଲେ…

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ ତାଙ୍କ ପଦରୁ ଇସ୍ତଫା ଦେବେ । ବାଂଲାଦେଶ ନିର୍ବାଚନ ନେଇ ସେନା ମୁଖ୍ୟଙ୍କ ଦାବି ପରେ, ଏବେ କାଳେ ୟୁନୁସ ପଦ ଛାଡିବେ ବୋଲି ଧମକ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ତାଙ୍କ ଇସ୍ତଫା ନେଇ ଖବର ସାମ୍ନାକୁ ଆସୁଛି । ଘରୋଇ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ…

‘ମାତୃତ୍ବ ଛୁଟି, ମହିଳାଙ୍କ ପ୍ରଜନନ ଅଧିକାରର ଅବିଚ୍ଛେଦ୍ୟ ଅଂଶ’

ନୂଆଦିଲ୍ଲୀ: ମାତୃତ୍ବ ଛୁଟି, ମହିଳାଙ୍କ ପ୍ରଜନନ ଅଧିକାର ଏବଂ ତାଙ୍କ ମାତୃତ୍ବ ସୁବିଧାର ଏକ ଅବିଚ୍ଛେଦ ଅଂଶ । ଏଥିପାଇଁ କୌଣସି ଅନୁଷ୍ଠାନ, କୌଣସି ବି ମହିଳାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ । ଆଜି ମାତୃତ୍ବ ଛୁଟି ନେଇ ଶୁଣାଣି କରି କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦେଇ,…

ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି: ପାକିସ୍ତାନ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ବିଜ୍ଞାନ ଭବନରେ ବିଏସ୍ଏଫ୍‌ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷିଲେ ଗୃହମନ୍ତ୍ରୀ। କହିଲେ, ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି। ବିଏସ୍‌ଏଫ୍ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢ଼ି…

ହାର୍ଭାଡ୍ ବିଶ୍ବବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ; ଭାରତ ଉପରେ କ’ଣ ପଡିବ ପ୍ରଭାବ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ଆଡ୍‌ମିସନ୍ ଉପରେ କଟକଣା ଲଗାଯାଇଛି । ନୂତନ ବିଦେଶୀ ଛାତ୍ରମାନଙ୍କୁ ଆଉ ପ୍ରବେଶ ଦିଆଯିବ ନାହିଁ । ଟ୍ରମ୍ପ ପ୍ରଶାସନ ଏହାକୁ ବନ୍ଦ…

ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସହାୟତା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ…

ପାକିସ୍ତାନ ଉପରେ ବର୍ଷିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ, ସିଧା ଚେତାବନୀ ଦେଲେ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ପ୍ରସଙ୍ଗକୁ ନେଇ ଏବେ ପାକିସ୍ତାନ ସମାଲୋଚନାର ଶିକାର ହେଉଥିବା ବେଳେ, ଏବେ ପାକିସ୍ତାନ ଉପରେ ବର୍ଷିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ…

ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି: ୩ ବର୍ଷିଆ ପଲିସି ଆଣିବେ ସରକାର

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଲାଗୁ ହେବ  । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ଅବକାରୀ ନୀତି ନେଇ ପଲିସି ଆସିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବ । ଏଥିପାଇଁ…