Latest Odisha News

BREAKING NEWS

ଏବେ ଭାରତରେ ତିଆରି ହେବ ଆପଲର Airpods ଏବଂ iPads, ନିଯୁକ୍ତି ଆରମ୍ଭ

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଭାରତରେ ଏହାର ଉତ୍ପାଦନ ବିସ୍ତାର କରିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ପାରସ୍ପରିକ ଶୁଳ୍କ ସମ୍ପର୍କରେ ଚିନ୍ତା ଉପରେ ଅନିଶ୍ଚିତତା ସତ୍ତ୍ୱେ ଆପଲ୍ ଏହି…

ଭିଜିଲାନ୍ସ ଜାଲରେ ପିଇଓ, ସରକାରୀ ଟଙ୍କା ହେରଫେର୍ ଅଭିଯୋଗ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପିଇଓ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ରାଧା ଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଉଠାଇ ନେଲା ଭିଜିଲାନ୍ସ। ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଥିଲା। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା ଉଠା…

ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍‌କୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମ୍‌ରୁ ପୁଳାପୁଳା…

ପାରାଦୀପ ବନ୍ଦରରେ ଗିରଫ ହେଲେ ଦୁଇ ଜାହାଜ

ପାରାଦୀପ: ଗିରଫ ହେଲେ ଦୁଇ ଜାହାଜ । ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ଗିରଫ କରିଛି ପାରାଦୀପ ମେରାଇନ ପୋଲିସ । ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ…

ୟୁଟ୍ୟୁବ ଆଣୁଛି ଏହି ସାନଦାର ଫିଚର…

ନୂଆଦିଲ୍ଲୀ:ୟୁଟ୍ୟୁବ୍ ଏକ ସାନଦାର ଫିଚରର ଟେଷ୍ଟିଂ କରୁଛି । ଏହି ଫିଚର ଆସିବା ପରେ ଅଡିଓ କ୍ବାଲିଟି ଆଡଜଷ୍ଟ କରିବାକୁ ବିକଳ୍ପ ଆସିଯିବ । ୟୁଟ୍ୟୁବ୍ ଆପ୍ ର ଲେଟେଷ୍ଟ ବିଟା ସଂସ୍କରଣରେ ଏକ କୋଡ୍ ଦେଖାଯାଇଛି, ଯାହା ଦର୍ଶାଉଛି ଯେ ଭିଡିଓ କ୍ବାଲିଟି ବ୍ୟତୀତ ୟୁଜର ଅଡିଓ କ୍ବାଲିଟି ମଧ୍ୟ ନିଜ…

ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ

ଭୁବନେଶ୍ଵର: ରାଜ୍ୟରେ ଭତ୍ତା ଅପେକ୍ଷାରେ ଅଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ । ଗୃହରେ ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ ଆବେଦନକାରୀ । ସେହିପରି…

ବିଶ୍ବବିଦ୍ୟାଳୟରେ ଖାଲିପଡିଛି ୧୩୫୩ଟି ଶିକ୍ଷକ ପଦବୀ

ଭୁବନେଶ୍ବର: ରାଜ୍ୟରେ ସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  । ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୩୫୩ଟି ଶିକ୍ଷକ ଏବଂ ୨୦୮୧ଟି ଅଣଶିକ୍ଷକ ପଦବୀ ଖାଲି…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଭୁବନେଶ୍ବର: ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ…

ଶାସକ ଦଳକୁ ଅରୁଣଙ୍କ ନିଶାନା: ‘କାହିଁକି ଚାଲୁନି ବିରୋଧୀଙ୍କ ଭିଜୁଆଲ?’

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଉପସ୍ଥାପନା ରହିଥିବା ବେଳେ କାହିଁକି କେବଳ ଶାସକ ଦଳର ଭିଡିଓ ପ୍ରସାରିତ ହେଉଛି, ସେନେଇ ଶାସକଙ୍କୁ ପ୍ରଶ୍ନ କରି କଡା ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏମିତି ସରକାର ବିଧାନସଭାରେ କି କାମ ଚାଲିଛି ଯେ, ଏହାର…

ଫିଲ୍ମ ‘ଛାବା’ ପାଇଁ ଦଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାବା' । ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି ଛାବା । ଯେତେ ରେକର୍ଡ ଭାଙ୍ଗୁଛି ଫିଲ୍ମକୁ ନେଇ ବିବାଦ ମଧ୍ୟ ସେତେ ବଢୁଛି । ଫିଲ୍ମ ଛାବାର ପିଛା ଛାଡୁନି ବିବାଦ । ଏବେ ପୁଣି ଫିଲ୍ମକୁ ନେଇ…