ମଣିପୁରରେ ୩୫୦ରୁ ଅଧିକ ଉଗ୍ରବାଦୀ ଗିରଫ; ଜବରଦସ୍ତ କରୁଥିଲେ ଚାନ୍ଦା ଆଦାୟ
ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀ ୩୫୦ରୁ ଅଧିକ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ଉଗ୍ରବାଦୀମାନେ ବୈବାହିକ ବିବାଦର ସମାଧାନ ପାଇଁ ଦାଦାବଟି ଆଦାୟ କରୁଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏହି ଉଗ୍ରବାଦୀ ଧରାପଡିଛନ୍ତି ।
ଯେକୌଣସି…