ଆସନ୍ତାକାଲି ପରଦାକୁ ଆସିବ ଧନୁଷ-ରଶ୍ମିକାଙ୍କ ‘କୁବେର’, ରିଲିଜ୍ ପୂର୍ବରୁ ହଟିଲା ୧୯ ସିନ୍
ନୂଆଦିଲ୍ଲୀ:୨୦ ଜୁନରେ ଭାରତୀୟ ସିନେମା ହଲରେ 'କୁବେର' ମୁକ୍ତିଲାଭ କରିବ । ତେବେ ଧନୁଷଙ୍କ ଫିଲ୍ମ 'କୁବେର' ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି । ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)…