Latest Odisha News

BREAKING NEWS

ଓଡ଼ିଶା ବ୍ଲଗର ଲବ ହାଂସଦା ବିବାହିତ, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ…

ଭୁବନେଶ୍ୱର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକପ୍ରିୟ ଟ୍ରାଭେଲ୍ ବ୍ଲଗର ଲବ ହାଂସଦା ଆଉ ଏକ ନୂତନ ବିବାଦରେ ଫସିଛନ୍ତି। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ…

ଆସୁଛି ଟ୍ରମ୍ପଙ୍କ ବିଗ୍ ବସ୍, ବିଜେତା ପ୍ରବାସୀ ପାଇବେ ଆମେରିକାର ନାଗରିକତ୍ବ!

ନୂଆଦିଲ୍ଲୀ: ଆମେରିକା ନାଗରିକତ୍ବ ଦରକାର କି? ତାହେଲେ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । କାରଣ ଆମେରିକାର ନାଗରିକତ୍ବ ଦେବ ଟ୍ରମ୍ପଙ୍କ ନିଜସ୍ୱ 'ବିଗ୍ ବସ୍' । ଏଣିକି ନିଜର ବିଗ ବସ କରିବେ ଟ୍ରମ୍ପ । ଯିଏ ଜିତିବ ତାକୁ ମିଳିବ ଆମେରିକାର ନାଗରିକ ହେବାର ସୁଯୋଗ । ଆମେରିକା ପ୍ରବାସୀମାନଙ୍କୁ…

ଶତ୍ରୁଙ୍କ ସବୁ ପ୍ରୟାସକୁ ବିଫଳ କରିବ PSLV-C61/EOS-09….

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ମଧ୍ୟରେ ଏବେ ଇସ୍ରୋ ବଡ ପଦକ୍ଷେପ ନେବାକୁ ଯାଉଛି । ମହାକାଶ କାର୍ଯ୍ୟକ୍ରମର ୧୦୧ତମ ମିଶନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତକୁ ଯୋଗାଇବାକୁ ଯାଉଛି ସୁରକ୍ଷାର ଜାଲ । ଏଣିକି ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବ PSLV-C61 ରେ…

ଏୟାରଟେଲ୍ ଆଣିଲା ବିଶ୍ୱର ପ୍ରଥମ ‘ଫ୍ରଡ୍ ଡିଟେକ୍ସନ୍ ସଲ୍ୟୁସନ୍’

ନୂଆଦିଲ୍ଲୀ: ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇବା ପରଠାରୁ, ଅନଲାଇନ୍ ଠକେଇ ଏବଂ ସ୍କାମ ମାମଲା ବହୁ ପରିମାଣରେ ବୃଦ୍ଧି ପାଇଛି।ସ୍କାମର ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଯଦି ଆପଣ…

କଂଗ୍ରେସ ସାଂସଦ ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ: ନାଁ ନନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍। ନାଁ ନ ନେଇ ଗୌରବଙ୍କୁ ହିମନ୍ତ ବିଶ୍ବଶର୍ମାଙ୍କ କଡ଼ା ସମାଲୋଚନା। ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ ପୁଣି ଉଠାଇଲେ ହିମନ୍ତ ବିଶ୍ବଶର୍ମା। ଅପରେସନ୍ ସିନ୍ଦୂର ବାବଦରେ କଂଗ୍ରେସ ତାଲିକାକୁ ନେଇ ସମାଲୋଚନା…

ଆଗାମୀ ୩ ଘଣ୍ଟା ପାଇଁ ବର୍ଷିବ: ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନର ସମ୍ଭେବନା । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୨ରୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ…

ଲିବିୟା ଯିବେ ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକ !

ନୂଆଦିଲ୍ଲୀ: ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ପ୍ଲାନ୍ । ସ୍ଥାନାନ୍ତର ହେବେ ଗାଜାବାସୀ ! ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟା ପଠାଇବାକୁ ଯୋଜନା କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଏଥିପାଇଁ ଲିବିୟାକୁ ବିଲିୟନ ଡଲାରର ଅଫର ଦିଆଯାଇପାରେ । ୧୦ଲକ୍ଷ…

ଏହି ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ସତର୍କ ରାଜ୍ୟ

ଭୁବନେଶ୍ୱର: ହଂକଂ ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଏସୀୟ ଅଞ୍ଚଳରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ପରେ ଓଡ଼ିଶା ସତର୍କ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ବିପଦର ମୂଲ୍ୟାଙ୍କନ ଏବଂ ତଦନୁସାରେ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ…

ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? ଆସିଲା ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…

ଭାରତ, ପାକିସ୍ତାନ ଅର୍ଥନୀତିରେ ଆମେରିକାର କେତେ ପ୍ରଭାବ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି । ଫଳରେ ପରମାଣୁ ଅସ୍ତ୍ର ରହିଥିବା ଦୁଇ ଦେଶ ମଧ୍ୟରେ ବିପଜ୍ଜନକ ସଂଘର୍ଷର ଅନ୍ତ ହୋଇଛି । ବାଣିଜ୍ୟ କଥା କହି ସେ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ…