ସୁଗାର ଲେବଲ କଣ୍ଟ୍ରୋଲ କରେ ଏହି ପାଣି…
ଭୁବନେଶ୍ବର:ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତିଦିନ ରାତିରେ ଗୋଟାଏ ଚାମଚ ମେଥି ଭିଜାଇ ସକାଳୁ ସେହି ପାଣି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।
ମେଥି ଦାନା…