Latest Odisha News

BREAKING NEWS

ଭାରତ ବିରୁଦ୍ଧରେ ତୁର୍କୀ ଡ୍ରୋନ ସହ ସାମରିକ ସହାୟତା ପଠାଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ପାକିସ୍ତାନକୁ ସମର୍ଥନ କରିଛି ତୁର୍କୀ । ଭାରତରେ 'ବୟକଟ୍ ତୁର୍କୀ'ର ଦାବି ବଢ଼ିବାରେ ଲାଗିଛି। ସୂତ୍ର ଅନୁସାରେ ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ନଥିଲା, ବରଂ ଏହି ଆକ୍ରମଣରେ ତୁର୍କୀ ସାମରିକ ଅପରେଟରମାନେ ମଧ୍ୟ ସାମିଲ ଥିବା ଅଭିଯୋଗ…

ଆଇପିଏଲରେ ଲାଗୁ ହେଲା ଟେମ୍ପରାରୀ ରିପ୍ଲେସମେଂଟ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଅନ୍ତିମ ଚରଣ ପାଇଁ ଆୟୋଜକ ଟେମ୍ପରାରୀ ରିପ୍ଲେସମେଂଟ ନିୟମ ଲାଗୁ କରିଛି । ଫ୍ରାଂଚାଇଜ ଏବେ ଅସ୍ଥାୟୀ ଭାବେ ଖେଳାଳି ସାଇନ କରିପାରିବେ । ମେ ୧୭ରୁ ଆଇପିଏଲ ପୂନର୍ବାର ଆରମ୍ଭ ହେବ । ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତେଜନା କାରଣରୁ ଏହାକୁ ସାମୟିକ ଭାବେ…

ଜଳେଶ୍ୱର ଏସଡିପିଓଙ୍କ ଆତ୍ମହତ୍ୟା ଧମକ, ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ 

ବାଲେଶ୍ୱର: ବାଲେଶ୍ୱରରେ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ତଥା ଜଳେଶ୍ୱରର ଏସଡିପିଓ ଭାବରେ ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟରତ ଥିବା ଆଦିବାସୀ ଅଧିକାରୀ ବ୍ରଜମୋହନ ପ୍ରଧାନ (୫୮) ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ ପୂର୍ବାଞ୍ଚଳ ରେଞ୍ଜର ପୋଲିସ ଆଇଜିଙ୍କୁ ଚିଠି ଲେଖି  ଅଭିଯୋଗ…

ଆଇସିସି ର‌୍ୟାଙ୍କିଙ୍ଗରେ ଇତିହାସ ରଚିଲେ ଜାଡେଜା

ନୂଆଦିଲ୍ଲୀ: ଆଇସିସି ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ସେ କ୍ରମାଗତ ସର୍ବାଧିକ ଦିନ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି । ଜାଡେଜା ଟେଷ୍ଟ କ୍ରିକେଟରେ ୧୧୫୧ ଦିନ ଓ ୩୮ ମାସ ଶୀର୍ଷରେ ରହିଛନ୍ତି । ଗତ ବର୍ଷ ସେ…

ସରିଲା ୨୧ଦିନର ଅପରେସନ; ନିପାତ ହେଲେ ୩୧ କୁଖ୍ୟାତ ନକ୍ସଲ

ମାଲକାନଗିରି:ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନକ୍ସଲ ମୁକ୍ତ ଭାରତର ସଂକଳ୍ପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ସୁରକ୍ଷା ବାହିନୀ । ନକ୍ସଲବାଦ ବିରୋଧରେ ସବୁଠାରୁ ବଡ଼ ଅଭିଯାନରେ ଛତିଶଗଡ଼-ତେଲେଙ୍ଗାନା ସୀମାର କୁରାଗୁଟାଲୁ ହିଲ୍ସ (KGH)ରେ ୩୧ ଜଣ କୁଖ୍ୟାତ ନକ୍ସଲଙ୍କୁ…

କ୍ୟାବିନେଟରେ ବଡ଼ ନିଷ୍ପତ୍ତି; ଶିକ୍ଷାନୁଷ୍ଠାନରେ SEBC ପିଲାଙ୍କୁ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟରେ ବୁଧବାର ଦିନ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (SEBC) ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ…

କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ …

‘ଇଭି ଷ୍ଟେସନ ନିର୍ମାଣ ଓ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି’

ଭୁବନେଶ୍ଵର: ଭାରତ ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇପାରିଛି l ଏଥିରେ ଓଡ଼ିଶାର ମଧ୍ୟ ଯୋଗଦାନ କିଛି କମ୍ ନୁହେଁ l ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ ବୋଲି…

ଆସିଗଲା ଭାର୍ଗବାସ୍ତ୍ର; ସୁଦୃଢ଼ ହେବ ଭାରତର ଡ୍ରୋନ୍ ପ୍ରତିରୋଧୀ କ୍ଷମତା

ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ଆଉ ଏବେ ପାକିସ୍ତାନ ଏବଂ ତା'ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତ ପାଖରେ ଏବେ ଏକ ନୂଆ ଏବଂ କମ୍ ମୂଲ୍ୟର ସମାଧାନ ଅଛି…

ଟ୍ରମ୍ପଙ୍କୁ ୪୦୦ ନିୟୁତ ଡଲାର ମୂଲ୍ୟର ଗିଫ୍ଟ ଦେବ କତାର 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାତାର ଗସ୍ତ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ କାତାରର ଶାସକ ପରିବାର ପକ୍ଷରୁ ୪୦୦ ନିୟୁତ ଡଲାର ମୂଲ୍ୟର ଏକ ବିଳାସପୂର୍ଣ୍ଣ ବୋଇଂ 747-8 ଜମ୍ବୋ ଜେଟ୍ ଉପହାର ସ୍ୱରୂପ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଡୋନାଲ୍ଡ ଟ୍ରମ୍ପ…